ଢେଙ୍କାନାଳ: ପୂର୍ବତନ ଛାତ୍ର ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି ଉତ୍ତମ ରାଉତ | ଆଟେଣ୍ଡାନ୍ସ ସାର୍ଟିଫିକେଟ କରିଦେବା ପାଇଁ ୮ହଜାର ୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମୁଖ୍ୟ କିରାଣି ।

Leave a Reply

Your email address will not be published. Required fields are marked *