ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୪ହଜାର ୨୮୨ଜଣ ନୂତନ କରୋନା ସଂକ୍ରମଣ ଚିହ୍ନଟ

ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୪ହଜାର ୨୮୨ଜଣ ନୂତନ କରୋନା ସଂକ୍ରମଣ ଚିହ୍ନଟ । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୨୪୬ରେ ପହଞ୍ଚିଲା । ମୋଟ ମୃତ୍ୟୁସଂଖ୍ୟା ୫ଲକ୍ଷ ୩୧ ହଜାର ୫୪୭କୁ ବୃଦ୍ଧି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ।

Leave a Reply

Your email address will not be published. Required fields are marked *