News ଭିଜିଲାନ୍ସ ଜାଲରେ କନ୍ଧମାଳ ସରମୁଳି ପଞ୍ଚାୟତର ପୂର୍ବତନ ପିଇଓ ଅକ୍ରୁର ମାଝୀ June 19, 2025June 19, 2025 Jayaprada samantaray 0 Comments କନ୍ଧମାଳ: ୫୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର ଅଭିଯୋଗରେ ଗୁରୁବାର ଦିନ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ସରମୁଳି ଗ୍ରାମପଞ୍ଚାୟତ (ଜିପି)ର ପୂର୍ବତନ ପିଇଓ ଅକ୍ରୁର ମାଝୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। କାମ ନକରି କ୍ୟାସ ବୁକ୍ରେ କାର୍ଯ୍ୟ ହୋଇଥିବା ଦର୍ଶାଇଥିଲେ |