ଜାମ୍ମୁ କାଶ୍ମୀର କ୍ୟାଡର IPS ଅଫିସର ବସନ୍ତ ରଥ ଆଜି ଇସ୍ତଫା ଦେଲେ | ରାଜନୀତିକୁ ଆସିବେ IPS ବସନ୍ତ

ରାଜନୀତିକୁ ଆସିବେ IPS ବସନ୍ତ ରଥ ! ଜାମ୍ମୁ କାଶ୍ମୀର କ୍ୟାଡର IPS ଅଫିସର ବସନ୍ତ ରଥ ଆଜି ଇସ୍ତଫା ଦେଲେ | ଜମ୍ମୁ କାଶ୍ମୀରରେ ପୋଲିସରେ IG ପାହ୍ୟାରେ କାର୍ଯ୍ୟରତ ଥିଲେ ବସନ୍ତ | ଇସ୍ତଫାକୁ ସ୍ବେଚ୍ଛାକୃତ ଅବସର ଭାବେ ଗ୍ରହଣ କରି ତଦନୁଯାୟୀ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି ବସନ୍ତ

Leave a Reply

Your email address will not be published. Required fields are marked *