ବଣାଇ ଲହଙ୍ଗାପଡ଼ା ନିକଟରେ ଡିଭାଇଡରରେ ପିଟି ହେଲା ବାଇକ୍ । ଗୋଟିଏ ପରିବାରର ବାପା-ମାଆ ଏବଂ ନାବାଳିକା ଝିଅ ମୃତ

ବଣାଇ: ଲହଙ୍ଗାପଡ଼ା ନିକଟରେ ଡିଭାଇଡରରେ ପିଟି ହେଲା ବାଇକ୍ । ଗୋଟିଏ ପରିବାରର ବାପା-ମାଆ ଏବଂ ନାବାଳିକା ଝିଅ ମୃତ । ହସ୍ପିଟାଲରେ ବାପା-ମାଆ ଏବଂ ଘଟଣାସ୍ଥଳରେ ୩ ବର୍ଷର ଝିଅର ମୃତ୍ୟୁ । ଆଉ ଜଣେ ୭ ବର୍ଷର ଝିଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Leave a Reply

Your email address will not be published. Required fields are marked *