ଭୁବନେଶ୍ବରରେ KBN ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ଗିରଫ, ୩ ମାସ ପରେ ବୁବୁକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ | ମାରଣାସ୍ତ୍ର ଧରି ଭିଡିଓ ଭାଇରାଲ କରିବା ଓ ଲୋକଙ୍କୁ ଭୟଭୀତ କରିବା ଅଭିଯୋଗ | ପୂର୍ବରୁ KBN ଗ୍ୟାଙ୍ଗ୍‌ର ୭ ସଦସ୍ୟ ଗିରଫ ହୋଇଥିଲେ |

Leave a Reply

Your email address will not be published. Required fields are marked *