ଭୁବନେଶ୍ବରରେ କେବିଏନ ଗ୍ରୁପର ରାତିଅଧିଆ ଆତଙ୍କ ସୃଷ୍ଟି ମାମଲାରେ ଗ୍ୟାଙ୍ଗର ସଦସ୍ୟ ସଞ୍ଜୟ ଖୁଣ୍ଟିଆ ଘରେ ନୟାପଲ୍ଲୀ ପୋଲିସର ଚଢ଼ାଉ। ନୟାପଲ୍ଲୀ ବ୍ରିଟ କଲୋନୀରେ ସଞ୍ଜୟଠୁ ଜବତ ହେଲା ଖଣ୍ଡା। ମାରଣାସ୍ତ୍ର ସହ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ଗତକାଲି ଗ୍ୟାଙ୍ଗ ସଦସ୍ୟ ଚେଙ୍ଗ ଘରେ ଚଢ଼ାଉ କରିଥିଲା ପୋଲିସ

Leave a Reply

Your email address will not be published. Required fields are marked *