ସହରାଞ୍ଚଳରେ ଜମି କିଣାବିକା ହେବ ସହଜ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

ରାଜ୍ୟ ସରକାର ସମସ୍ତ ଲିଜ୍ ଓ ଆବଣ୍ଟିତ ଜମିଗୁଡ଼ିକୁ ଖୁବଶୀଘ୍ର ଲିଜ୍ ହୋଲଡ କରିବେ । ଏହା ଦ୍ବାରା ବିଭିନ୍ନ ସହରାଞ୍ଚଳରେ ଥିବା ହାଉସ୍‌ହୋଲଡ୍‌ ଜମି ଗୁଡିକ କିଣାବିକା ସହଜ ହେବ ।

Leave a Reply

Your email address will not be published. Required fields are marked *