ଓଡ଼ିଶାରେ ପ୍ରଥମଥର ପାଇଁ ଚିଲିକାରେ ବୁଲିଲା ବିଳାସପୂର୍ଣ୍ଣ ହାଉସ ବୋଟ୍ ’ଗରୁଡ଼’ | ଭର୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଉଦ୍‌ଘାଟନୀ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, ଖୋର୍ଦ୍ଧା ଜିଲ୍ଲାପାଳ, ଚିଲିକା ପୂର୍ବତନ ବିଧାୟକ ଓ ଭିକାଶ ଇକୋ ରିସୋର୍ଟର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *