ଭୁବନେଶ୍ୱର: ପାରିବାରିକ କଳହରୁ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ । ୯ବର୍ଷ ଝିଅର ତଣ୍ଟି କାଟିଲା ବାପା । ଭୁବନେଶ୍ୱର ଘାଟିକିଆ ଅଞ୍ଚଳର ଘଟଣା । ଦୁଇ ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଇସିୟୁରେ ଭର୍ତ୍ତି । ଅଭିଯୁକ୍ତ ସ୍ୱାମୀ ଫେରାର, ଭରତପୁର ପୁଲିସର ତଦନ୍ତ ଆରମ୍ଭ ।

Leave a Reply

Your email address will not be published. Required fields are marked *