ପାକିସ୍ତାନର ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲ୍ଲାରେ ବଡ଼ ଧରଣର ବିସ୍ଫୋରଣ; ୨୫ ଜଣଙ୍କ ମୃତ୍ୟୁ | ଏକ ମସଜିଦ୍‌ ନିକଟରେ ହୋଇଛି ବିସ୍ଫୋରଣ | ପର୍ବ ପାଳନ ପାଇଁ ଏକତ୍ରିତ ହୋଇଥିବା ବେଳେ ବିସ୍ଫୋରଣ |

ପାକିସ୍ତାନର ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲ୍ଲାରେ ବଡ଼ ଧରଣର ବିସ୍ଫୋରଣ; ୨୫ ଜଣଙ୍କ ମୃତ୍ୟୁ | ଏକ ମସଜିଦ୍‌ ନିକଟରେ ହୋଇଛି ବିସ୍ଫୋରଣ | ବିସ୍ଫୋରଣରେ ୨୫ ମୃତ, ୭୦ ଗୁରୁତର | ପର୍ବ ପାଳନ ପାଇଁ ଏକତ୍ରିତ ହୋଇଥିବା ବେଳେ ବିସ୍ଫୋରଣ |

Leave a Reply

Your email address will not be published. Required fields are marked *