ବହୁ ଚର୍ଚ୍ଚିତ କେରଳ ନନ୍‌ ଦୁଷ୍କର୍ମ ମାମଲା, ନିର୍ଦ୍ଦୋଷରେ ଖଲାସ ହେଲେ ବିଶପ ଫ୍ରାଙ୍କୋ ମୁଲକ୍କଲ୍‌

କେରଳ: ୨୦୧୮ ନନ୍‌ ଦୁଷ୍କର୍ମ ମାମଲାରେ ଦୋଷମୁକ୍ତ ହେଲେ ଅଭିଯୁକ୍ତ ବିସପ୍‌ ଫ୍ରାଙ୍କୋ ମୁଲକ୍କଲ୍‌ ,ଏପରିକି ରାୟ ପ୍ରକାଶ ପାଇବା ସମୟରେ ସେ କୋର୍ଟରେ ଉପସ୍ଥିତ ଥିବା ବେଳେ କୋର୍ଟରୁ ବାହାରି ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ |

Leave a Reply

Your email address will not be published. Required fields are marked *