ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳରେ 10 ଟିକିଆ ହାତୀପଲର ଉପଦ୍ରବ, ବ୍ୟାପକ ଧାନ ଫସଲ ନଷ୍ଟ

ଖୋର୍ଦ୍ଧା ବନଖଣ୍ଡ ହଜ ଅଞ୍ଚଳରେ ହାତୀ ଉପଦ୍ରବ, ବ୍ୟାପକ ଧାନ ଫସଲ ନଷ୍ଟ । ଗତକାଲି ବିଳମ୍ବିତ ରାତିରେ 10 ଟିକିଆ ହାତୀପଲ ଫସଲ ନଷ୍ଟ କରିଛନ୍ତି । ହଜ ପଞ୍ଚାୟତ, ଟାଙ୍କୋଳ, ନିଧିପୂର ଅଞ୍ଚଳରେ ଧାନ ବିଲରେ ପଶି ଫସଲ ନଷ୍ଟ କଲେ | କ୍ଷତିପୂରଣ ଦାବି କଲେ ଚାଷୀ

Leave a Reply

Your email address will not be published. Required fields are marked *