ନବରଙ୍ଗପୁର: ଲାଞ୍ଚ ନେଉଥିବା ବେଳେ ଅତିରିକ୍ତ ଥାନା ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ଗିରଫ । ପୁରୁଣା କେସକୁ କୋହଳ କରିବା ପାଇଁ ୨୦ ହଜାର ଲାଞ୍ଚ ନେଉଥିଲେ ଲିମରାଜ ।

Leave a Reply

Your email address will not be published. Required fields are marked *