ନନ୍ଦନକାନନରେ ନୂଆ ଆନାକୋଣ୍ଡା

ଆଜି ସକାଳେ ନନ୍ଦନକାନନ ରେପଟାଇଲ ପାର୍କରେ ହଳଦିଆ ଆନାକୋଣ୍ଡା ଏକ ଛୁଆ ଆନାକୋଣ୍ଡାକୁ ଜନ୍ମ ଦେଇଛି । ଏହି ହଳଦିଆ ରଙ୍ଗର ଆନାକୋଣ୍ଡାକୁ ୨୦୧୯ ମସିହାରେ ମର୍ଡାସରୁ ଅଣାଯାଇଥିଲା | ବର୍ତ୍ତମାନ ନନ୍ଦନକାନନରେ ୫ଟି ଆନାକୋଣ୍ଡା ଅଛି । ନବଜନ୍ମିତ ଛୁଆ ଆନାକୋଣ୍ଡାକୁ ସୁରକ୍ଷିତ ରଖିବାକୁ ଅଲଗା ରଖାଯାଇଛି

Leave a Reply

Your email address will not be published. Required fields are marked *