କେନାଲରୁ ବ୍ୟାଗ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର, ଶିଶୁଟିକୁ ଚାଇଲ୍‌ଡ ଲାଇନ୍ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର: ହରିଚନ୍ଦନପୁର ବ୍ଲକ ଗୋପିନାଥପୁର ଗାଁ ପାଖ କେନାଲରୁ ବ୍ୟାଗ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର, ଶିଶୁଟିକୁ ଚାଇଲ୍‌ଡ ଲାଇନ୍ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲା, ନବଜାତ ଶିଶୁ କାହାର ଓ କେମିତି କେନାଲକୁ ଆସିଲା ଜଣାପଡ଼ିନି

Leave a Reply

Your email address will not be published. Required fields are marked *