ନୟାଗଡ଼ ଘଡୁଆଳ ରିଲାଏନ୍ସ ପେଟ୍ରୋଲ ପମ୍ପରେ ଛୁରାମାଡ଼, ଗାଡ଼ିରେ ତେଲ ପକାଇବା ପରେ ପଇସା ମାଗିବାରୁ ଦୁର୍ବୃତ୍ତର ଛୁରାମାଡ଼ | ଛୁରାମାଡ଼ରେ ପେଟ୍ରୋଲ ପମ୍ପ କର୍ମଚାରୀ ଗୁରୁତର ଆହତ, ଦୁର୍ଗାପ୍ରସାଦ ଗାଁର ଅଭିଯୁକ୍ତ ଯୁବକ ବିଜୟ ଲେଙ୍କା ଗିରଫ ।

Leave a Reply

Your email address will not be published. Required fields are marked *