ରାଜ୍ୟର ୧୯ଟି ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ । ୩.୫ ଡ଼ିଗ୍ରୀ ତାପମାତ୍ରା ସହ ଦାରିଙ୍ଗବାଡ଼ି ରାଜ୍ୟର ଥଣ୍ଡା ସହର | ଫୁଲବାଣୀ ୪, ଭବନୀପାଟଣା ୬, କେନ୍ଦୁଝର ୬.୨, ଝାରସୁଗୁଡ଼ା ୬.୫ ଡିଗ୍ରୀ, ସୁନ୍ଦରଗଡ଼ ୬.୫, ଟିଟିଲାଗଡ଼ ୬.୮, ବୌଦ୍ଧ ୭, ବଲାଙ୍ଗିର ୭.୮ ଡିଗ୍ରୀ |

Leave a Reply

Your email address will not be published. Required fields are marked *