ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା, ୫ଟି PAN କାର୍ଡ ଜବତ କଲା ଭିଜିଲାନ୍ସ,

ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା, ୫ଟି PAN କାର୍ଡ ଜବତ କଲା ଭିଜିଲାନ୍ସ,, ଘଟଣା ତଦନ୍ତ କରିବ ଆୟକର ବିଭାଗ । ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା, ତହସିଲଦାରଙ୍କ ଭାଇ ସାଜିଥିଲେ ମିଡିଲ ମ୍ୟାନ୍, ଭାଇଙ୍କ ଜରିଆରେ ଅର୍ଥ କାରବାର ଚଳାଇଥିଲେ ତହସିଲଦାର ।

Leave a Reply

Your email address will not be published. Required fields are marked *