ଭିତରକନିକାରେ ବଢ଼ିଲା ବିଦେଶାଗତ ପକ୍ଷୀ ସଂଖ୍ୟା

କେନ୍ଦ୍ରାପଡ଼ା: ଭିତରକନିକାରେ ବିଦେଶାଗତ ପକ୍ଷୀ ଗଣନା ଶେଷ । ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ବୃଦ୍ଧି ପାଇଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା, ଚଳିତ ବର୍ଷ ରାଜନଗର ବନଖଣ୍ଡକୁ ୧୪୪ ପ୍ରଜାତିର ପକ୍ଷୀ ଆସିଥିଲେ । ମୋଟ ୧ ଲକ୍ଷ ୩୮ ହଜାର ୧୦୭ଟି ପକ୍ଷୀଙ୍କୁ ଗଣନା କରାଯାଇଥିଲା

Leave a Reply

Your email address will not be published. Required fields are marked *