ପେପର ଲେସ୍‌ ବିଧାନସଭାରେ ଓଡ଼ିଶା ଏକ ନମ୍ବର । କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରସ୍କୃତ ହେବ ଓଡ଼ିଶା ବିଧାନସଭା । ଗୋଟିଏ ରାଜ୍ୟ ଓଡ଼ିଶା ହିଁ ପାଇବ ଏହି ଆୱାର୍ଡ | ଖୁବଶୀଘ୍ର ଓଡ଼ିଶା ବିଧାନସଭା ପରିସରରେ ହେବ ନେଭା ‘ହବ’। କେନ୍ଦ୍ର ଓ ରାଜ୍ୟର ୬୦-୪୦ ପ୍ରତିଶତ ଅନୁଦାନରେ ‘ହବ’ |

Leave a Reply

Your email address will not be published. Required fields are marked *