ଭୁବନେଶ୍ବର ଶାସ୍ତ୍ରୀନଗର ଶନି ମନ୍ଦିର ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଏକ ବନ୍ଦ ଘରୁ ମୃତଦେହ ଉଦ୍ଧାର କଲା ଖାରବେଳନଗର ଥାନା ପୋଲିସ । ୫ରୁ ୬ ଦିନ ହେବ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଘରେ ଏକୁଟିଆ ରହୁଥିଲେ ବୃଦ୍ଧ

Leave a Reply

Your email address will not be published. Required fields are marked *