ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ; ଆଜି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କନ୍ଧମାଳ, ଅନୁଗୁଳ ଓ ଗଜପତିର ବିଭିନ୍ନ ପ୍ରକଳ୍ପର ହେବ ଶୁଭାରମ୍ଭ | କନ୍ଧମାଳ ପାଇଁ ୮୫ କୋଟି, ଅନୁଗୁଳ ପାଇଁ ୧୧୨ କୋଟି | ଗଜପତି ପାଇଁ ୭୪କୋଟି ଟଙ୍କା ବ୍ୟୟ ପ୍ରକଳ୍ପର ଶୁଭାରମ୍ଭ କରିବେ CM |

Leave a Reply

Your email address will not be published. Required fields are marked *