୨୩୧ ଦିନ ପରେ ମୁମ୍ବାଇରେ ପହଞ୍ଚିଲେ ପୂର୍ବତନ ପୋଲିସ କମିଶନର ପରମବୀର ସିଂହ; କାନ୍ଦିଭାଲି ସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚିଲେ; ତଦନ୍ତର ସମ୍ମୁଖୀନ ହେବାକୁ ମୁମ୍ବାଇ ଆସିଥିବା କହିଲେ ; ଗଣମାଧ୍ୟମକୁ କିଛି କହିଲେନି, ଯାହା କହିବି କୋର୍ଟରେ କହିବି କହିଲେ ପରମବୀର

ମୁମ୍ବାଇରେ ପହଞ୍ଚିଲେ ପୂର୍ବତନ ପୋଲିସ କମିଶନର ପରମବୀର ସିଂହ; ୨୩୧ ଦିନ ପରେ ମୁମ୍ବାଇରେ ପହଞ୍ଚିଲେ ପରମବୀର ସିଂହ; କାନ୍ଦିଭାଲି ସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚିଲେ; ତଦନ୍ତର ସମ୍ମୁଖୀନ ହେବାକୁ ମୁମ୍ବାଇ ଆସିଥିବା କହିଲେ ; ଗଣମାଧ୍ୟମକୁ କିଛି କହିଲେନି, ଯାହା କହିବି କୋର୍ଟରେ କହିବି କହିଲେ ପରମବୀର

Leave a Reply

Your email address will not be published. Required fields are marked *