ଆସନ୍ତା ୨୬ରେ ଯୁବ ଓ ୨୭ରେ ବିଜେଡି ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ

ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟଙ୍କ ସୂଚନା, ପୁରୀରେ ୨୬ରେ ଯୁବ ଜନତା ଦଳ, ୨୭ରେ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ | ଯୁବ ଓ ଛାତ୍ର ସଙ୍ଗଠନକୁ ତୃଣମୂଲସ୍ତରରୁ ଦୃ୍ଢ଼ କରିବାକୁ ହେବ ରଣନୀତି । ଜାତୀୟ ଦଳକୁ କାଉଣ୍ଟର କରିବାକୁ ସମସ୍ତଙ୍କୁ ପ୍ରଶିକ୍ଷଣ କରାଯିବ, ପଞ୍ଚାୟତ ଓ NAC ନିର୍ବାଚନ ପାଇଁ ବ୍ଲକ ସଭାପତି ଓ NAC ସଭାପତି ତାଲିମ ନେବେ । BJDକୁ ଅଧିକ ସଶକ୍ତ ହେବା ସହ ଲୋକଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନକୁ ସଫଳ କରିବୁ: ବ୍ୟୋମକେଶ ରାୟ

Leave a Reply

Your email address will not be published. Required fields are marked *