ବ୍ରିଟିସ ଅମଳର ବ୍ୟବସ୍ଥା ଶେଷ, ଏଣିକି ୨୪ ଘଣ୍ଟା ହେବ ପୋଷ୍ଟମର୍ଟମ । ପୂର୍ବରୁ ସଂଧ୍ୟା ୫ଟା ଯାଏ ହସ୍ପିଟାଲରେ ହେଉଥିଲା ଶବ ବ୍ୟବଚ୍ଛେଦ

ବ୍ରିଟିସ ଅମଳର ବ୍ୟବସ୍ଥା ଶେଷ, ଏଣିକି ୨୪ ଘଣ୍ଟା ହେବ ପୋଷ୍ଟମର୍ଟମ । ଦିନ ରାତି ଯେକୌଣସି ସମୟରେ ହୋଇପାରିବ ପୋଷ୍ଟମର୍ଟମ । ଟ୍ବିଟ୍‌ କରି ସୂଚନା ଦେଲେ କେନ୍ଦ୍ର ସ୍ବସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ | ପୂର୍ବରୁ ସଂଧ୍ୟା ୫ଟା ଯାଏ ହସ୍ପିଟାଲରେ ହେଉଥିଲା ଶବ ବ୍ୟବଚ୍ଛେଦ

Leave a Reply

Your email address will not be published. Required fields are marked *