OPWHCର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ସିନେମା ନିଶା

କଳା ଧନ ଟଙ୍କାରେ ୨ଟି ଓଡ଼ିଆ ସିନେମା ତିଆରି କରିଥିବା ଅଭିଯୋଗ | ସିନେମାରେ ପତ୍ନୀ ସସ୍ମିତା ସାମଲ ପ୍ରଯୋଜକ, ଗୋଟିଏ ସିନେମାରେ ପ୍ରତାପ ଥିଲେ କାର୍ଯ୍ୟକାରୀ ପ୍ରଯୋଜକ | ପ୍ରତାପଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ |

Leave a Reply

Your email address will not be published. Required fields are marked *