ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଭୋଟର ହେଲ୍ପ ଲାଇନ ଆପ୍, ସପ୍ଲିମେଣ୍ଟାରି ଭୋଟର ଲିଷ୍ଟ, ଡିଜିଟାଲ ଭୋଟର ID ପାଇଁ ବ୍ୟବହାର ହେବ । ଏହି ଆପ୍ ମାଧ୍ୟମରେ ଡିଜିଟାଲ ଭୋଟର ID ପାଇଁ ଆବେଦନ କରିହେବ। ଘରେ ବସି ନିଜ ଠିକଣା, ରେସିଡେଣ୍ଟ ପ୍ରୁଫ୍ ଓ ଫଟୋ ଦେବାକୁ ଅନୁରୋଧ, ପ୍ରତି ବୁଥ୍‌ରେ ବୁଥ୍‌ ଲେଭଲ ଅଫିସରଙ୍କୁ ସମସ୍ତ କାଗଜପତ୍ର ଦେବାକୁ ଅନୁରୋଧ । ଏହା ପରେ ସ୍ପିଡ ପୋଷ୍ଟ ମାଧ୍ୟମରେ ଘରେ ପହଞ୍ଚିବ ଭୋଟର କାର୍ଡ ନୂଆ ଭୋଟର ID, ସଂଶୋଧନ, ନିଖୋଜ ଥିଲେ ବି କରିହେବ ନୂଆ ଭୋଟର ID ।

Leave a Reply

Your email address will not be published. Required fields are marked *