ଅର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ୨୦୨୦ ଓ ୨୦୨୧ ବର୍ଷ ପାଇଁ ୨୯ଜଣ ଉଲ୍ଲେଖନୀୟ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ ନାରୀଶକ୍ତି ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ | ୨୯ଜଣ ମହିଳାଙ୍କ ମଧ୍ୟରୁ ଓଡ଼ିଶାର ଶୃତି ମହାପାତ୍ରଙ୍କ ନାମ ସାମିଲ । ଭିନ୍ନକ୍ଷମଙ୍କ ଅଧିକାର ଓ ସୁରକ୍ଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ଶୃତିଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର ।

Leave a Reply

Your email address will not be published. Required fields are marked *