ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ଏୟାର ଏସିଆ ବିମାନରେ ୟୁକ୍ରେନରୁ ଫେରୁଛନ୍ତି ୭୭ ଓଡ଼ିଆ | ଆଜି ସନ୍ଧ୍ୟା ୫ଟା ୩୦ମିନିଟରେ ୟୁକ୍ରେନ ଫେରନ୍ତା ଓ ତାଙ୍କ ପରିବାର ଲୋକଙ୍କୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

Leave a Reply

Your email address will not be published. Required fields are marked *