ସୁନ୍ଦରଗଡ଼ : ପଟୁଆଡିହି ପଞ୍ଚାୟତ ହାଇସ୍କୁଲ ଛାତରୁ ଛାତ୍ରୀ ଡେଇଁବା ଘଟଣାରେ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଟେଲ ଲେଫ୍ରିପଡ଼ା ପୋଲିସ ଦ୍ୱାରା ଗିରଫ | ଗତକାଲି ଶ୍ୟାମସୁନ୍ଦରଙ୍କୁ ନିଲମ୍ବିତ କରିଥିଲେ ଡିଇଓ । ଛାତ ଉପରୁ ଠେଲି ହତ୍ୟା କରାଯାଇଥିବା ଅଭଯୋଗ ଆଣିଥିଲେ ପରିବାର ଲୋକେ |

Leave a Reply

Your email address will not be published. Required fields are marked *