ଶ୍ରୀମନ୍ଦିରର ରୋଷଶାଳାରେ ଭାଙ୍ଗିଲା ୪୦ଟି ଚୁଲା | ୪୦ଟି ଚୁଲାକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ସନ୍ଦେହ | ଗତକାଲି ଧୋପଖାଳ ବେଳେ ଚୁଲା ଭଙ୍ଗା ହୋଇଥିବା ଆଶଙ୍କା | ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ | ଜିଲ୍ଲାପାଳ ପହଞ୍ଚି କଲେ ସ୍ଥିତି ଅନୁଧ୍ୟାନ |

Leave a Reply

Your email address will not be published. Required fields are marked *