ନୂଆ ପିସିସି ସଭାପତି ଚୟନ ନେଇ ଆରମ୍ଭ ହେଲା ପ୍ରକ୍ରିୟା । କଂଗ୍ରେସ ଭବନରେ ପହଞ୍ଚିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର | ପିସିସି ସଭାପତି ଚୟନ ନେଇ କଂଗ୍ରେସ ନେତାଙ୍କ ସହ କରିବେ ବୈଠକ । ସଂଗଠନ ଓ ନେତୃତ୍ବ ପରିବର୍ତ୍ତନ ସମ୍ପର୍କରେ ମତ ଲୋଡ଼ିବେ ଚେଲ୍ଲା କୁମାର |

Leave a Reply

Your email address will not be published. Required fields are marked *