ସାଂସଦ ପଦ ରଦ୍ଦ ପରେ ରାହୁଲ ଗାନ୍ଧୀଙ୍କ ସାମ୍ବାଦିକ ସମ୍ମିଳନୀ ; ଜାଣନ୍ତୁ କଣ କହିଲେ

ସାଂସଦ ପଦ ରଦ୍ଦ ପରେ ମୁହଁ ଖୋଲିଲେ ରାହୁଲ ଗାନ୍ଧି; କହିଲେ- ଆଦାନୀଙ୍କ କଂପାନୀରେ ୨ ହଜାର କୋଟି କିଏ ନିବେଶ କରିଛି,ଆଦାନୀଙ୍କ ସହ ମୋଦିଙ୍କ ସଂପର୍କ ନୂଆ ନୁହେଁ,ବହୁ ପୁରୁଣା, ସଂସଦରେ ଏନେଇ ପ୍ରଶ୍ନ କରିଥିଲି, ମୋ ପ୍ରଶ୍ନକୁ ବିବରଣୀରୁ ବାଦ୍ ଦିଆଗଲା,ମୋ ସଂପର୍କରେ ମନ୍ତ୍ରୀମାନେ ସଂସଦରେ ମିଛ କହିଲେ,ମୋତେ କହିବାକୁ ସୁଯୋଗ ଦିଆଗଲାନି

ବାରମ୍ବାର କହିଛି, ଭାରତରେ ଲୋକତନ୍ତ୍ର ଉପରେ ଆକ୍ରମଣ ହେଉଛି, ଏନେଇ ଆମକୁ ଦୈନିକ ନୂଆ ନୂଆ ଉଦାହରଣ ମିଳିଛି, ମୁଁ ଭାରତର ଲୋକତନ୍ତ୍ର ପାଇଁ ଲଢୁଛି, ମୋତେ କେହି ଚୁପ୍ କରିପାରିବେନି଼

Leave a Reply

Your email address will not be published. Required fields are marked *