ବନ୍ୟା ପରିସ୍ଥିତି ଦେଖି + ୩ ନାମଲେଖା ଅବଧି ବୃଦ୍ଧି: ଅନଲାଇନ CAF ଆବେଦନ ଶେଷ ତାରିଖ ଅଗଷ୍ଟ ୨୫ରୁ ସେପ୍ଟେମ୍ୱର ୧କୁ ବୃଦ୍ଧି; ପ୍ରଥମ ପର୍ଯ୍ୟାୟ ନାଁଲେଖା ସେପ୍ଟେମ୍ୱର ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ, ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ୱର ୧୬ରୁ ୧୯ ତାରିଖ ଯାଏଁ ଚାଲିବ

Leave a Reply

Your email address will not be published. Required fields are marked *