ଦୁର୍ଘଟଣାରେ ରାଇରଙ୍ଗପୁର SDJMଙ୍କ ମୃତ୍ୟୁ | ସ୍ବାମୀଙ୍କ ସହ କାର୍‌ରେ ଯାଉଥିବାବେଳେ ଚାଇନେଦା ଛକରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା କାର୍‌ । ଯଶିପୁର ଡାକ୍ତରଖାନାରେ SDJM ସ୍ମରଣିକା ପ୍ରଧାନଙ୍କୁ ମୃତ ଘୋଷଣା କଲେ ଡାକ୍ତର, ସ୍ବାମୀ ଗୁରୁତର । ମୃତ ସ୍ମରଣିକାଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ |

Leave a Reply

Your email address will not be published. Required fields are marked *