ପୋଲିସ ଚାକିରି ଦେବାକୁ କହି ଠକି ନେଲେ ଦେଢ଼ କୋଟି

୨ ଜଣ ଠକ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣାକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା, ୩୮ ଜଣ ଆଶାୟୀଙ୍କଠାରୁ ଦେଢ଼ କୋଟି ଠକି ନେଇଥିଲେ ଉଭୟ,CPAC ପରୀକ୍ଷାରେ ଚାକିରି କରେଇ ଦେବା ନାଁରେ କରିଥିଲେ ଠକେଇ, ନିଜକୁ ଗୃହ ବିଭାଗର ସେକ୍ସନ ଅଫିସର କହି ଠକେଇ କରିଥିଲେ, ଗିରଫ ବେଳେ ତାଙ୍କ ନିକଟରୁ ୧୨ ଏଟିଏମ କାର୍ଡ, ଜାଲ୍‌ ପରିଚୟ ପତ୍ର ଜବତ, ଅଭିଯୁକ୍ତ ମାନଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କଲା EOW

Leave a Reply

Your email address will not be published. Required fields are marked *