ରାଜ୍ୟରେ ବଢିଲା ଟିକାକରଣ କେନ୍ଦ୍ର

ରାଜ୍ୟରେ ୧୬୦୦ରୁ ବଢ଼ି ୨୪୦୦ କେନ୍ଦ୍ର ଖୋଲାଗଲା, ଗ୍ରାମାଞ୍ଚଳରେ ଫୋକସ୍ କରି କେନ୍ଦ୍ର ଖୋଲା ଯାଉଛି, ହର୍ ଘର କାର୍ଯ୍ୟକ୍ରମ ପରେ ଦ୍ବିତୀୟ ଡୋଜ୍‌ ୩୫%ରୁ ବଢ଼ି ୪୦% ହୋଇଛି, କୋରୋନା ସଂକ୍ରମଣ ନେଇ ସ୍ବାସ୍ଥ୍ୟ ନିର୍ଦେଶକଙ୍କ ସୂଚନା, ରାଜ୍ୟରେ କୋରୋନା ସ୍ଥିତି ଭଲ ଅଛି, ସବୁ ଇମ୍ୟୁନାଇଜେସନର ପ୍ରାୟ ବୁଷ୍ଟର ଦେବାର ଦରକାର ଥାଏ, ଅନ୍ୟ ଯେଉଁ ବୁଷ୍ଟର ଦିଆଯଉଛି ତାହା ବହୁ ପରୀକ୍ଷିତ, କୋଭିଡରେ ବୁଷ୍ଟର ଉପରେ ତର୍ଜମା ଚାଲିଛି, ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା

Leave a Reply

Your email address will not be published. Required fields are marked *