

- ଉତ୍ତର ପ୍ରଦେଶ ରେ ଲାଗୁ ହେଲା ନାଇଟ କର୍ଫ୍ୟୁ
- ରାୟଗଡ଼ା କାଶୀପୁର ବ୍ଲକ ତୁରେଇଘାଟିରେ ଅଭାବନୀୟ ଘଟଣା, ସ୍କୁଲରୁ ଫେରିବା ବେଳେ ଜଣେ ଶିକ୍ଷକଙ୍କୁ ପାଗଳ ବ୍ୟକ୍ତିର ହତ୍ୟା । ତୁରେଇଘାଟି ସ୍କୁଲର ଶିକ୍ଷକ ମୁକୁନ୍ଦ ପ୍ରସାଦ ନାଥଶର୍ମାଙ୍କ ମୃତ୍ୟୁ, ସ୍କୁଲରୁ ଡଙ୍ଗାସିଲକୁ ଫେରିବା ବାଟରେ ଘଟିଛି ହତ୍ୟାକାଣ୍ଡ |