ଯାଜପୁର ବଡ଼ସୁଆର ମଙ୍ଗଳା ଘାଟରେ ଖରସ୍ରୋତା ନଦୀରେ ଅଘଟଣ | ହୋଲି ଖେଳିବା ପରେ ଗାଧୋଇବା ବେଳେ ନଦୀରେ ୬ ଜଣ ଭାସିଗଲେ | ୨ଜଣଙ୍କର ମୃତଦେହ ଉଦ୍ଧାର, ଅନ୍ୟ ୪ ଜଣ ଏବେ ବି ନିଖୋଜ | ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି

Leave a Reply

Your email address will not be published. Required fields are marked *