ନୂଆବର୍ଷରୁ ପୁଣି ବଢ଼ିବ ଶୀତ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ବାସଙ୍କ ସୂଚନା

ନୂଆ ବର୍ଷରୁ ପୁଣି ରାଜ୍ୟରେ ବଢ଼ିବ ଶୀତ। ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ , ପାରଦ ସ୍ବାଭାବିକଠାରୁ କମ୍ ରହିବା ହେତୁ ଥଣ୍ଡା ଅନୁଭୂତ ହେବ |

Leave a Reply

Your email address will not be published. Required fields are marked *