- ମୟୂରଭଞ୍ଜ କପ୍ତିପଦାରେ ୪୦ ଛାତ୍ରୀ କୋରୋନା ପଜିଟିଭ | କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ୪୦ ଛାତ୍ରୀ ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଥିବା ସୂଚନା | ଉଦଳା ମେଡିକାଲ ଟିମ୍ ଶିକ୍ଷାନୁଷ୍ଠାନରେ ପହଞ୍ଚି ସମସ୍ତଙ୍କ କର୍ମଚାରୀ ଏବଂ ଛାତ୍ରୀଙ୍କର RT-PCR ଟେଷ୍ଟ ପାଇଁ ନମୁନା ପଠାଇଛି
- ସୁନ୍ଦରଗଡ଼ ବଣାଇର ଭାଲୁଡୁଙ୍ଗୁରୀ ଗାଁରେ ଅଭାବନୀୟ ଘଟଣା, ହାତରୁ ଡିବିରି ଖସି ନିଆଁ ଲାଗିବାରୁ ଛାତ୍ରୀ ଜୀବନ୍ତ ଦଗ୍ଧ | ବଣାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଛାତ୍ରୀଙ୍କୁ ମୃତ ଘୋଷଣା କଲେ ଡାକ୍ତର, ମୃତ ଯୁବତୀ ସ୍ବପ୍ନେଶ୍ବରୀ ମୁଣ୍ଡା ଯୁକ୍ତତିନି ଛାତ୍ରୀ ଥିଲେ |