ସୁନ୍ଦରଗଡ଼ ବଣାଇର ଭାଲୁଡୁଙ୍ଗୁରୀ ଗାଁରେ ଅଭାବନୀୟ ଘଟଣା, ହାତରୁ ଡିବିରି ଖସି ନିଆଁ ଲାଗିବାରୁ ଛାତ୍ରୀ ଜୀବନ୍ତ ଦଗ୍ଧ | ବଣାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଛାତ୍ରୀଙ୍କୁ ମୃତ ଘୋଷଣା କଲେ ଡାକ୍ତର, ମୃତ ଯୁବତୀ ସ୍ବପ୍ନେଶ୍ବରୀ ମୁଣ୍ଡା ଯୁକ୍ତତିନି ଛାତ୍ରୀ ଥିଲେ |

Leave a Reply

Your email address will not be published. Required fields are marked *