ସୁଲୋଚନା ଦାସ ହେଲେ ଭୁବନେଶ୍ୱର ପାଇଁ ବିଜେଡି ମେୟର ପାର୍ଥି

ଭୁବନେଶ୍ୱର:ଶେଷରେ ବିଜେଡି ଘୋଷଣା କଲା ମେୟର ପାର୍ଥି।ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡି ପ୍ରବକ୍ତା ତଥା ସୁଲୋଚନା ଦାସ ଙ୍କୁ ମେୟର ପାର୍ଥି ଭାବେ ଘୋଷଣା କରିଛନ୍ତି।ସେହିପରି କଟକ ମେୟର ପଦବୀ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂ ଓ ବ୍ରହ୍ମପୁର ମହାନଗର ମେୟର ପଦବୀ ପାଇଁ ସଂଘମିତ୍ରା ଦଳେଇଙ୍କ ନାମ ଘୋଷଣା କରିଛି ବିଜେଡି।

Leave a Reply

Your email address will not be published. Required fields are marked *