ଇଲେକ୍ଟୋରାଲ ବଣ୍ଡ ମାମଲାରେ ସୁପ୍ରିକୋର୍ଟଙ୍କ ବଡ଼ ନିର୍ଦ୍ଦେଶ ; କାଲି ସୁଦ୍ଧା ତଥ୍ୟ ଦେବାକୁ SBIକୁ ନିର୍ଦ୍ଦେଶ

ଇଲେକ୍ଟୋରାଲ ବଣ୍ଡ ମାମଲାରେ ସୁପ୍ରିକୋର୍ଟଙ୍କ ବଡ଼ ନିର୍ଦ୍ଦେଶ ; କାଲି ସୁଦ୍ଧା ତଥ୍ୟ ଦେବାକୁ SBIକୁ ନିର୍ଦ୍ଦେଶ | ନିର୍ବାଚନ କମିସନଙ୍କୁ ତଥ୍ୟ ଦେବାକୁ ନିର୍ଦ୍ଦେଶ | SBIର ଅବଧି ବୃଦ୍ଧି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ | ଜୁନ୍‌ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା SB | ବଣ୍ଡ ତଥ୍ୟ ଦେବାକୁ ସମୟ ମାଗିଥିଲା ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ | ତଥ୍ୟ ଦେବାରେ ବିଳମ୍ବ ପାଇଁ SBIକୁ ଭର୍ତ୍ସନା କଲେ କୋର୍ଟ |

Leave a Reply

Your email address will not be published. Required fields are marked *