- ବ୍ୟବସାୟୀଙ୍କୁ ବ୍ଲେଡରେ ଆକ୍ରମଣ କରି ସାଢେ ୩ ଲକ୍ଷ ଟଙ୍କା ଲୁଟ୍, ବିନିକା-ବରପାଲି ମୁଖ୍ୟରାସ୍ତାର ବିଶାଲପାଲି ଛକରେ ୬ ଦୁର୍ବୃତ୍ତଙ୍କ ଲୁଟ୍, ବ୍ୟବସାୟୀ ଓ ଡ୍ରାଇଭର ଗୁରୁତର, ଆସିକାରୁ ବରଗଡ଼କୁ ପିକ୍ଅପ୍ ଯୋଗେ ଫେରିବା ବେଳେ ଡକାୟତି, ପିକ୍ଅପ୍ ମଧ୍ୟ ଭଙ୍ଗାରୁଜା ହୋଇଥିବା ନେଇ ଥାନାରେ ଅଭିଯୋଗ
- ଭୁବନେଶ୍ବର ନୟାପଲ୍ଲୀ ବ୍ରିଟ୍ କଲୋନୀରେ କାର ଉପରକୁ ପେଟ୍ରୋଲ ବମ୍ ମାଡ଼, ବୋତଲରେ ପେଟ୍ରୋଲ ପୁରେଇ ନିଆଁ ଲଗାଇ କାର୍କୁ ଫିଙ୍ଗିଲା ଦୁର୍ବୃତ୍ତ, ପେଟ୍ରୋଲ ବୋମାରେ ଗାଡ଼ିର କିଛି ଅଂଶ ନଷ୍ଟ ହୋଇଯାଇଛି, ନୟାପଲ୍ଲୀ ଥାନା ପୋଲିସର ତଦନ୍ତ ଜାରି