ହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲା; ସନସାଇନ ସ୍କୁଲ ହଷ୍ଟେଲରେ ଉତ୍ତରାଞ୍ଚଳ DIG ଓ ଏସ୍‌ପିଙ୍କ ଛାନଭିନ,

ବନ୍ଦ ଥିବା ହଷ୍ଟେଲର ତାଲା ଭାଙ୍ଗି ଭିତରେ ପଶିଲେ ପୁଲିସ, ସାଥୀରେ ସ୍କୁଲ ଓ କଲେଜର ୨ ଜଣ ଷ୍ଟାଫ୍‌ ମଧ୍ୟ ଯାଇଥିବା ସୂଚନା, ଉକ୍ତ ହଷ୍ଟେଲ ଭିତରେ ସିକ୍ରେଟ ରୁମ୍‌ ଥିବା ଚର୍ଚ୍ଚା ହେଉଛି, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେ ଗିରଫ, ଅଟକ ଥିବା ଅନ୍ୟ ୨ ଜଣଙ୍କୁ ରଜସାକ୍ଷୀ କଲା ପୁଲିସ, ସେମାନେ ହେଲେ- ଜେସିବି ଡ୍ରାଇଭର ପୁଷ୍କର ଭୋଇ, ମୁନ୍ସୀ ଗୁପ୍ତେଶ୍ୱର ତାଣ୍ଡି

Leave a Reply

Your email address will not be published. Required fields are marked *