ରାଜ୍ୟର ୯ଟି ସହରର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ। ୮ ଡିଗ୍ରୀ ସହ ସୁନ୍ଦରଗଡ଼ ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର। ଦାରିଙ୍ଗବାଡ଼ି ଓ ଫୁଲବାଣୀ ୮.୫ ଡିଗ୍ରୀ, ଟିଟିଲାଗଡ଼ ୮.୮ । ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁର ୧୧, ବୌଦ୍ଧ ୧୦, କେନ୍ଦୁଝର ୧୦.୪, କଟକ ୧୩.୫ ଓ ଭୁବନେଶ୍ବର ୧୪.୬ ଡିଗ୍ରୀ |

ରାଜ୍ୟର ୯ଟି ସହରର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ। ୮ ଡିଗ୍ରୀ ସହ ସୁନ୍ଦରଗଡ଼ ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର। ଦାରିଙ୍ଗବାଡ଼ି ଓ ଫୁଲବାଣୀ ୮.୫ ଡିଗ୍ରୀ, ଟିଟିଲାଗଡ଼ ୮.୮ । ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁର ୧୧, ବୌଦ୍ଧ ୧୦, କେନ୍ଦୁଝର ୧୦.୪, କଟକ ୧୩.୫ ଓ ଭୁବନେଶ୍ବର ୧୪.୬ ଡିଗ୍ରୀ

Leave a Reply

Your email address will not be published. Required fields are marked *