ଓମିକ୍ରନ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ୫ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଜାରି |

ମହାରାଷ୍ଟ୍ରରେ ଆଜିଠୁ ରାତି ୯ଟାରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ। ଗୁଜରାଟ, ଉତ୍ତର ପ୍ରଦେଶ, ହରିୟାଣା ଓ ମଧ୍ୟ ପ୍ରଦେଶରେ ରାତି ୧୧ଟାରୁ ସକାଳ ୫ଟା ଯାଏ ରହିବ କର୍ଫ୍ୟୁ, କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବା ଉପରେ ବି କଟକଣା |

Leave a Reply

Your email address will not be published. Required fields are marked *