ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆଉ ୩ବର୍ଷ ବଢ଼ିଲା

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆଉ ୩ବର୍ଷ ବଢ଼ିଲା । ୧୦ ଡିସେମ୍ବର ୨୦୨୧ରୁ ବର୍ଦ୍ଧିତ କାର୍ଯ୍ୟକାଳ ନିଷ୍ପତି ଲାଗୁ ହେବ। କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ଅନୁମୋଦନ କରିଥିବା ସୂଚନା ।

Leave a Reply

Your email address will not be published. Required fields are marked *